ଜମି କିଣାବିକାର ଦୁଇ ଘଣ୍ଟା ଭିତରେ ପଟ୍ଟା ପ୍ରଦାନ

ବାଲିପାଟଣା: ଜମି ରେଜି‌ଷ୍ଟ୍ରେସନ କରିବାର ମାତ୍ର ୨ ଘଣ୍ଟା ପରେ ଜମି କ୍ରେତାଙ୍କୁ ମିଳିଗଲା ନୂତନ ପଟ୍ଟା। ବାଲିପାଟଣା ତହସିଲ କର୍ତ୍ତୃପକ୍ଷ ସରକାରଙ୍କ ଏହି ନୂତନ ଭୂସଂସ୍କାର ପଦ‌କ୍ଷେପକୁ କାର୍ଯ୍ୟକା‌ରୀ କରି ରେକର୍ଡ କରିଥିବା କୁହାଯାଉଛି। ସୋମବାର ରେଜିଷ୍ଟ୍ରେସନ୍ ହୋଇଥିବା ଦୁଇଟି ଜମିର ନୂତନ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ଗତ ସପ୍ତାହରେ ଜମି କିଣିଥିବା ୨୧ ଜଣଙ୍କୁ ପୋଷ୍ଟାଲ ଯୋଗେ ପଟ୍ଟା ପଠାଇ ଦିଆଯାଇଛି। ଫଳରେ ଏଣିକି ବାଲିପାଟଣା ଅଞ୍ଚଳରେ … Continue reading ଜମି କିଣାବିକାର ଦୁଇ ଘଣ୍ଟା ଭିତରେ ପଟ୍ଟା ପ୍ରଦାନ